ମାଲକାନଗିରି: କାଲିମେଳା ମେଡିକାଲରେ ନାଇଟ୍ ଡ୍ୟୁଟିରେ ଥବା ନର୍ସ ଶୋଇଥିବାର ଭିଡିଓ ଭାଇରାଲ

ମାଲକାନଗିରି(କେନ୍ୟୁଜ୍): ମାଲକାନଗିରି ଜିଲ୍ଲା କାଲିମେଳା ମେଡିକାଲ ପରିସରରେ ନର୍ସ ଶୋଇଥିବା ଭିଡିଓ ଭାଇରାଲ । ନାଇଟ ଡ୍ୟୁଟିରେ ଥବା ନର୍ସ ମେଡିକାଲ ପାରିସରରେ ଶୋଇଥିବାର ଭିଡିଓ ସୋସିଆଲ ମିଡିଆରେ ଘୂରି ବୁଲୁଛି । ଭିଡିଓ ଉତ୍ତୋଳନ କରି ଭାଇରାଲ ନ କରିବାକୁ ନର୍ସ ଜଣକ ଅନୁରୋଧ କରୁଥିବା ଦେଖିବାକୁ ମିଳିଛି । ଜିଲ୍ଲାର ନକ୍ସଲ ପ୍ରବଣ ବ୍ଲକ କାଲିମେଳାରେ ରାତିରେ ଡାକ୍ତର ମେଡିକାଲରେ ରହୁନଥିବା ଅଭିଯୋଗ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.