Below header

ଅନ୍‌ ଲାଇନରେ ହେବ OTET, ପ୍ରଶ୍ନପତ୍ର ଲିକ୍‌ ପରେ ଏଭଳି ପଦକ୍ଷେପ ନେଇଛି ମାଧ୍ୟମିକ ଶିକ୍ଷା ପରିଷଦ

ଭୁବନେଶ୍ବର : ଅନ୍‌ ଲାଇନରେ ହେବ ଓଡ଼ିଶା ଟିଚର୍ସ ଏଲିଜିବିଲିଟି ଟେଷ୍ଟ ବା ଓଟିଇଟି। ପ୍ରଶ୍ନପତ୍ର ଲିକ୍‌ ପରେ ଏଭଳି ପଦକ୍ଷେପ ନେଇଛି ମାଧ୍ୟମିକ ଶିକ୍ଷା ପରିଷଦ। ମାଟ୍ରିକ ପରୀକ୍ଷା ପରେ ଓଟିଇଟି କରାଯିବ ବୋଲୋ ବୋର୍ଡ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଗତ ମାସ ୧୬ ତାରିଖରେ ଓଟିଇଟି ପ୍ରଶ୍ନପତ୍ର ଲିକ୍‌ ହୋଇଥିଲା । ଏହାପରେ ପରୀକ୍ଷାକୁ ବାତିଲ କରିଥିଲେ ବୋର୍ଡ କର୍ତ୍ତୃପକ୍ଷ । ଏହାସହ ପ୍ରକାଶ ପାଇଛି ଡିପ୍ଲୋମା ଇନ୍‌ ଏଲିମେଣ୍ଟାରୀ ଏଜୁକେସନ୍‌ ଟେଷ୍ଟ ବା ଡିଟିଇଟି ରେଜଲ୍ଟ । ବୋର୍ଡ ୱେବସାଇଟରେ ରେଜଲ୍ଟ ଉପଲବ୍ଧ ହେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.