Below header

କଟକ ବଡ଼ ମେଡିକାଲରେ ଚିକିତ୍ସିତ ଅଭିଯୁକ୍ତଙ୍କୁ ପରିବାରବର୍ଗ ସହ ଭେଟିବାକୁ ଦେଉନି ପୋଲିସ

କଟକ : କଟକ ବଡ଼ ମେଡିକାଲରେ ଚିକିତ୍ସିତ ହେଉଥିବା ଅଭିଯୁକ୍ତଙ୍କୁ ସେମାନଙ୍କ ପରିବାରବର୍ଗକୁ ଭେଟିବାକୁ ଦେଉନାହିଁ ପୋଲିସ। ପିପିଲି ଥାନାରେ ଥାର୍ଡ ଡିଗ୍ରୀ ଅଭିଯୋଗର ଅଭିଯୁକ୍ତଙ୍କୁ ମାନେ କଟକ ବଡ଼ ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ସେମାନଙ୍କ ପରିବାରବର୍ଗ ଭେଟିବାକୁ ଯାଇଥିଲେ। ତେବେ ପୋଲିସ ସେମାନଙ୍କୁ ଭେଟିବାକୁ ବାରଣ କରିବା ସହ ଦୁର୍ବବ୍ୟହାର ପ୍ରଦର୍ଶନ ହୋଇଥିବା ପରିବାର ଲୋକମାନେ ଅଭିଯୋଗ ଆଣିଛନ୍ତି। ହାଜତ ଭିତରେ ଅଭିଯୁକ୍ତଙ୍କୁ ଥାର୍ଡଡିଗ୍ରୀ ଘଟଣାରେ ୫ଜଣ କଟକ ବଡ଼ ମେଡିକାଲ ସର୍ଜରୀ ବିଭାଗରେ ଚିକିତ୍ସିତ ହେଉଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.