ବାଲେଶ୍ୱରରୁ ପୁଣି ବିପୁଳ ପରିମାଣର ବ୍ରାଉନସୁଗର ଜବତ

କେନ୍ୟୁଜ (ବ୍ୟୁରୋ): ବାଲେଶ୍ୱରରୁ ପୁଣି ବିପୁଳ ପରିମାଣର ବ୍ରାଉନସୁଗର ଜବତ। ସହଦେବଖୁଣ୍ଟା ପୋଲିସର ଚଢ଼ାଉ କରି ଅରଡ଼ ବଜାରରୁ ବ୍ୟାଗ ଭର୍ତ୍ତି ଟଙ୍କା ସହ ବ୍ରାଉନସୁଗର ଜବତ କରିଛି। ବ୍ୟାଗରେ ଲକ୍ଷାଧିକ ଟଙ୍କା ଥିବା ଜଣାପଡ଼ିିଛି। ଏନେଇ ମୁନା ଖାଁ ନାମକ ଜଣେ ଯୁବକଙ୍କୁ ଅଟକ ରଖିଛି ପୋଲିସ। ତାର ଡ୍ରଗ୍ସ ବେପାରୀଙ୍କ ସହ ମୁନାର ସଂପୃକ୍ତି ଥିବା ଜଣାପଡ଼ିଛି।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.