Below header

ରେଲୱେ ବ୍ରିଜ ନିକଟରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର, ମିଳିନି ପରିଚୟ

ସଇଁନ୍ତଲା ଥାନା କମରଲଗା ଗାଁ ଲାଂଥ ନଦୀ ରେଲୱେ ବ୍ରିଜ ନିକଟରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି। ଟ୍ରେନରୁ ଖସି ମୃତ୍ୟୁ ହୋଇ ଥିବା ଆଶଙ୍କା କରାଯାଉଛି।

ଟିଟିଲାଗଡ଼ (କେନ୍ୟୁଜ): ସଇଁନ୍ତଲା ଥାନା କମରଲଗା ଗାଁ ଲାଂଥ ନଦୀ ରେଲୱେ ବ୍ରିଜ ନିକଟରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି। ଟ୍ରେନରୁ ଖସି ମୃତ୍ୟୁ ହୋଇ ଥିବା ଆଶଙ୍କା କରାଯାଉଛି । ଏହା ହତ୍ୟା ନା ଆତ୍ମହତ୍ୟା କାରଣ ଅସ୍ପଷ୍ଟ ରହିଛି। ଯୁବକଙ୍କ ନିକଟରୁ ଏକ ମୋବାଇଲ ଫୋନ ମିଳିଥିବା ବେଳେ ଯୁବକଙ୍କ ପରିଚୟ ମିଳି ପାରିନାହିଁ । ତେବେ ରେଲୱେ ପୋଲିସ ଶବକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.