Below header

ଆଜି ୨୦୨୦ର ଶେଷ ସୁର୍ଯ୍ୟୋପରାଗ, ଜାଣନ୍ତୁ କେଉଁ ଅଞ୍ଚଳରେ ଦେଖାଯିବ ଏହାର ପ୍ରଭାବ

ଭୁବନେଶ୍ବର: ଆଜି ୨୦୨୦ର ଶେଷ ସୁର୍ଯ୍ୟୋପରାଗ । ହେଲେ ଏହା ଭାରତରେ ଦୃଶ୍ୟମାନ ହେବନାହିଁ । କେବଳ ଚିଲ୍ଲି ଓ ଆର୍ଜେଣ୍ଟିନାର କିଛି ଅଞ୍ଚଳରେ ଦେଖାଯିବ ।

ସୂର୍ଯ୍ୟୋପରାଗ ସନ୍ଧ୍ୟା ୭ଟା ୩ରେ ଆରମ୍ଭ ହୋଇ ରାତି ୧୨ଟା ୩୦ରେ ଶେଷ ହେବ। ୨୦୨୨ ଅକ୍‌ଟୋବର ୨୫ରେ ପରବର୍ତ୍ତୀ ସୂର୍ଯୋପରାଗ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.