ଆଜି ମହାଶିବରାତ୍ରୀ, ମହାଦେବଙ୍କ ଆର୍ଶୀବାଦ ନେବାକୁ ଶିବାଳୟରେ ଶ୍ରଦ୍ଧାଳୁଙ୍କ ସମାଗମ
ଭୁବନେଶ୍ବର: ମହାଶିବରାତ୍ରୀ ପାଇଁ ସବୁଠି ଶିବମୟ ପରିବେଶ । ମହାଦେବଙ୍କ ଆର୍ଶୀବାଦ ନେବାକୁ ଶବାଳୟରେ ଶ୍ରଦ୍ଧାଳୁଙ୍କ ସମାଗମ । ଲିଙ୍ଗରାଜ ମନ୍ଦିରରେ ମହିଳା ଓ ପୁରୁଷ ଶ୍ରଦ୍ଧାଳୁଙ୍କ ପାଇଁ ହୋଇଛି ସ୍ୱତନ୍ତ୍ର ବ୍ୟାରିକେଡ ବ୍ୟବସ୍ଥା ହୋଇଛି । ଲିଙ୍ଗରାଜ ମନ୍ଦିରରେ ରାତି ୧୦ଟାରେ ଉଠିବ ମହାଦୀପ । ସମସ୍ତ ନୀତିକାନ୍ତି ଠିକ ସମୟରେ ସଂପନ୍ନ କରିବା ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ନିଯୋଗଙ୍କ ସହ ଆଲୋଚନା ହୋଇଛି ।