Below header

ଆଠଗଡ ତିଗିରିଆ ବିନ୍ଧାଣୀରେ ଖାଲରେ ଫସିଲେ ଦୁଇଟି ଦନ୍ତା ହାତୀ

ଆଠଗଡ(କେ ନ୍ୟୁଜ): ଖାଲରେ ଫସିଲା ହାତୀ । ଆଠଗଡ ତିଗିରିଆ ବିନ୍ଧାଣୀ ମା’ ବଳଦ ବନ୍ଧା ମୁଣ୍ଡିଆ ନିକଟ ଖାଲରେ ଫସିଥିଲେ ୨ ଦନ୍ତା । ଗୋଟିଏ ହାତୀ ବାହାରି ଆସିଥିବାବେଳେ ଆଉ ଗୋଟିଏ ଫସି ରହିଛି । ରାତିରେ ଜଙ୍ଗଲ ମଧ୍ୟରେ ବୁଲୁଥିବାବେଳେ ପଡିଯାଇଥିବା ଅନୁମାନ

କରାଯାଉଛି। ସକାଳୁ ସ୍ଥାନୀୟ ଲୋକ ହାତୀକୁ ଦେଖିଥିଲେ । ପରେ ସ୍ଥାନୀୟ ସରପଞ୍ଚ ପହଂଚି ବନବିଭାଗକୁ ଖବର ଦେଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ପହଂଚିନଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ଲୋକ ହାତୀକୁ ଉଦ୍ଧାର କରିବାକୁ ଉଦ୍ୟମ ଜାରି ରଖିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.