Below header

ବ୍ରିଜ ଉପରୁ ଖସିଲା ବାଇକ, ଦୁଇ ବାଇକ ଆରୋହୀ ମୃତ

ବ୍ରିଜ ଉପରୁ ଖସିଲା ବାଇକ। ଦୁର୍ଘଟଣାରେ ପ୍ରାଣ ହରାଇଲେ ଦୁଇ ବାଇକ ଆରୋହୀ।  ଭାରସାମ୍ୟ ହରାଇ ପଢେଲ ବ୍ରିଜରୁ ତଳକୁ ଖସିପଡ଼ିଲା ବାଇକ। ଖବର ପାଇ ପାଟଣାଗଡ଼ ଦମକଳ ବାହିନୀ ଉଦ୍ଧାର କରିବାକୁ ପହଞ୍ଚିଥିଲା।

ବ୍ରିଜ ଉପରୁ ଖସିଲା ବାଇକ। ଦୁର୍ଘଟଣାରେ ପ୍ରାଣ ହରାଇଲେ ଦୁଇ ବାଇକ ଆରୋହୀ।  ଭାରସାମ୍ୟ ହରାଇ ପଢେଲ ବ୍ରିଜରୁ ତଳକୁ ଖସିପଡ଼ିଲା ବାଇକ। ଖବର ପାଇ ପାଟଣାଗଡ଼ ଦମକଳ ବାହିନୀ ଉଦ୍ଧାର କରିବାକୁ ପହଞ୍ଚିଥିଲା।

ବ୍ରିଜ ତଳୁ ଦୁଇ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ କରୁଛି । ମୃତକ ଦୁଇଜଣ ବରଗଡ଼ ଜିଲ୍ଲା ବୋଡ଼େନ ଥାନା ତେତେଲଖୁଟି ଗାଁର ରାଧୁ ବାଗ ଓ ନୀଳାଞ୍ଚଳ ବାଗ ବୋଲି ଜମାପଡ଼ିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.