Below header

କ୍ଲବ ଘରେ ବିଧବା ମହିଳାଙ୍କ ସହ ଅନୈତିକ ସମ୍ପର୍କ ରଖୁଥିଲେ ଯୁବକ, ଧରା ପଡିବା ପରେ ଉଭୟଙ୍କୁ ନିସ୍ତୁକ ପିଟିଲେ ଗ୍ରାମବାସୀ

ଜଳେଶ୍ବର(କେନ୍ୟୁଜ୍):ପରକୀୟା ପ୍ରିତୀରକରୁଣ ପରିଣତି। ପ୍ରେମୀ ଯୁଗଳଙ୍କୁ ଖୁଣ୍ଟରେ ବାନ୍ଧି ନିସ୍ତୁକ ପିଟିଲେ ଗ୍ରାମବାସୀ। ବାଲେଶ୍ଵର ଜିଲ୍ଲା ରାଇବଣିଆ ଥାନା ଆନ୍ତର୍ଗତ କୁସୁମ ସାହି ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଏହି ଗ୍ରାମରେ ଥିବା ଏକ କ୍ଲବ ଘରେ ଅନୈତିକ କାର୍ଯ୍ଯ ଚାଲି ଥିବା ନେଇ ଗ୍ରାମବାସୀ ମାନେ କୌଣସି ସୂତ୍ରରୁ ଖବର ପାଇ ସେଠାରେ ପହଞ୍ଚି ଥିଲେ।

କ୍ଲବ ଘର ଭିତରେ ଗ୍ରାମବାସୀ ମାନେ ଜଣେ ବିବାହିତ ପୁରୁଷ ଶହ ଅନ୍ଯ ଏକ ଗ୍ରାମର ଜନୈକା ବିଧବା ମହିଳାଙ୍କୁ ଅସଞ୍ଜତ ଅବସ୍ଥାରେ ଦେଖି ଉଭୟଙ୍କୁ ଏକ ଖୁଣ୍ଟରେ ବାନ୍ଧି ଦେବା ସହ ନିସ୍ତୁକ ମାଡ଼ ମାଡ଼ ମାରିଥିଲେ। ଏହି ଘଟଣା ଏବେ ସମଗ୍ର ଅଞ୍ଚ ରେ ଚାଞ୍ଚଲ୍ଯ ସୃଷ୍ଟି କରିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.