Below header

କାନ୍ଥ ଭୁଶୁଡ଼ି ଯୁବକଙ୍କ ମୃତ୍ଯୁ

ଭଦ୍ରକ : କାନ୍ଥ ନେଲା ଜୀବନ। ବାସୁଦେବପୁର ବ୍ଳକ୍ ବିନାୟକପୁର ଗାଁରେ କାନ୍ଥ ପଡି ଯୁବକଙ୍କ ମୃତ୍ଯୁ ହୋଇଛି। ମୃତ ଯୁବକ ହେଲେ ସେହି ଗାଁର ଅରବିନ୍ଦ ବେହେରା। ସେ ଶୋଇଥିବା ଅବସ୍ଥାରେ ବିଳମ୍ବିତ ରାତିରେ ଘରର ଛପର ଓ କାନ୍ଥ ଭୁଶୁଡ଼ି ପଡିଥିଲା। ଫଳରେ ଦୁଇଜଣ ଏହା ମଧ୍ୟରେ ଚାପି ହୋଇ ରହିଯାଇଥିଲେ। ତେବେ ଅରବିନ୍ଦଙ୍କ ସାନଭାଇଙ୍କୁ ଉଦ୍ଧାର କରାଯିବା ସହ ଅରବିନ୍ଦଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.