Below header

ବୌଦ୍ଧ: ଗାଧୋଇବା ବେଳେ ହଠତ ନଦୀରେ ମାଡି ଆସିଲା ପାଣି, ନିଖୋଜ ହୋଇଥିବା ମହିଳା ହେଲେ ଉଦ୍ଧାର

ବୌଦ୍ଧ(କେନ୍ୟୁଜ୍):ବୌଦ୍ଧ ଗିରାସୀଙ୍ଗା ସାଲୁଙ୍ଖି ନଦୀ ରେ ଗାଧୋଇବାକୁ ଯାଇ ନିଖୋଜ ମହିଳା ଉଦ୍ଧାର । ଅଗ୍ନିଶମ ବିଭାଗ ଓ ଓଡ୍ରାଫ ମିଳିତ ଉଦ୍ୟମରେ ଦୁଇ ଘଣ୍ଟାର ଅପରେସନ ପରେ ଅଚେତ୍ ଅବସ୍ଥାରେ ଉଦ୍ଧାର ହେଲେ ମହିଳା । ଉଦ୍ଧାର ପରେ ମହିଳାଙ୍କୁ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଗାଧୋଉଥିବା ସମୟରେ ହଠାତ୍ ପାଣି ମାଡି ଆସିବାରୁ ନଦୀରେ ଭାସିଯାଇଥିଲେ ମହିଳା ଜଣକ । ମହିଳା ଜଣକ ହେଲେ ଗିରାସୀଙ୍ଗା ଗ୍ରାମର ଧିରମଣି ଅମାତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.