ଖୋର୍ଦ୍ଧା: ଟାଙ୍ଗୀ ଅଞ୍ଚଳରେ ଅଘଟଣ, ବଢି ପାଣିରେ ଭାସି ଜଣେ ନାବଳକ ମୃତ ଓ ଜଣେ ନିଖୋଜ

ଟାଙ୍ଗୀ(କେନ୍ୟୁଜ୍): ନଇକୁ ଗାଧୋଇ ଯିବା ହେଲା କାଳ । ବଢି ପାଣିରେ ଭାସିଗଲେ ୨ ନାବାଳକ । ଜଣେ ମୃତ ଓ ଜଣେ ନିଖୋଜ । ଘଟଣା ଘଟିଛି ଖୋରଧା ଜିଲ୍ଲା ଚିଲିକା ବ୍ଲକ୍ ଛକଡି ପୁର ଗ୍ରାମରେ ।

୪ ଜଣ ସାଙ୍ଗ ଭରତ ଦାସ ବନ୍ଧକୁ ଗାଧୋଇବାକୁ ଯାଇଥିବା ବେଳେ ଘଟିଥିଲା ଅଘଟଣ । ମୃତ ନାବାଳକର ନାମ ବିଜୁ ସାସମଲ, ବୟସ ୧୪ । ଘର ଛକଡି ପୁର ଗ୍ରାମରେ । ୪ ଜଣ ସାଙ୍ଗ ଭରତ ଦାସ ବନ୍ଧକୁ ଗାଧୋଇବାକୁ ଯାଇଥିବା ବେଳେ ଅନ୍ୟ ନାବାଳକର ପତ୍ତା ମିଳିନି । ଅଗ୍ନିଶମ ବାହିନୀ ଉଦ୍ଧାର କାର୍ଯ୍ୟ ଜାରି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.