Below header

ପତିଆରା ଜାହିର କରିବାକୁ ଆତଙ୍କ ଖେଳାଇଥିଲା ଏଣ୍ଡୁଅ, ଗିରଫ କଲା ପୋଲିସ

ଭୁବନେଶ୍ବର(କେନ୍ୟୁଜ୍): ଖଣ୍ଡା ବୁଲାଇ ବନ୍ଧା ହେଲେ ଏଣ୍ଡୁଅ । ନୂଆବର୍ଷାରେ ନୟାପଲ୍ଲୀ ଭୋଇ ସାହିରେ ଆତଙ୍କ ଖେଳାଇଥିବା ସତ୍ୟବ୍ରତ ଖୁଣ୍ଟିଆ ଓରଫ ଏଣ୍ଡୁଅ ଗିରଫ । ଗଡ଼ସାହିରେ ଏଣ୍ଡୁଅ ଲୁଚିଥିବା ବେଳେ ତାକୁ ଗିରଫ କରିଛି ପୋଲିସ । ପତିଆରା ଜାହିର କରିବାକୁ ନୂଆବର୍ଷରେ ଖଣ୍ଡା ଧରି ଆତଙ୍କ ଖେଳାଇଥିଲା ।

ଗାଡ଼ି ଭାଙ୍ଗିବା ସହ ଲୋକଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲା । ସିସିଟିଭିରେ କଏଦ ହେଲା ଭଙ୍ଗାରୁଜା ବେଳର ଚିତ୍ର। ରବିବାର ଭୋର ୪ଟାରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା । ଘଟଣାରେ ୧୦ରୁ ଉର୍ଦ୍ଧ୍ୱ ଯୁବକ ସମ୍ପୃକ୍ତ ଥିଲେ ।..

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.