Browsing Tag

2 died

ଦଇବ ସାଧିଲା ଦାଉ,ଯେଉଁଠି ଆଶ୍ରୟ ନେଲେ ବଜ୍ରପାତରେ ସେଠି ଟଳି ପଡ଼ିଲେ

ଆକାଶରୁ ଖସିଲା ମୃତ୍ୟୁ, ବଜ୍ରାଘାତରେ ଟଳି ପଡ଼ିଲେ ମା’ ପୁଅ, ସେପଟେ ବାପା ଗୁରୁତର । ବଜାରକୁ ସୌଦା କରିବା ପାଇଁ ଯାଇଥିଲେ ହେଲେ ବଜ୍ରପାତ ପରିବାର ଉଜାଡି ଦେଲା । କଥାରେ ଅଛି ଦଇବ ଯେତେବେଳେ ଦାଉ ସାଧିବ ତାକୁ କିଅଵା ରୋକି ହେବ । ହଁ ଆଜ୍ଞା ବଜ୍ରାଘାତ ନେଇଛି ଆଉ ଦୁଇ ଜୀବନ । ବର୍ଷା ହେଲା…

ଦିଲ୍ଳୀରେ ଭୀଷଣ ଅଗ୍ନିକାଣ୍ଡ ; ୨ ମୃତ

ଦିଲ୍ଳୀ : ଦିଲ୍ଳୀରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡ ଯୋଗୁଁ ୨ଜଣଙ୍କର ମୃତ୍ୟୁ ହୋଇଥିଲାବେଳେ ଗୋଟିଏ ରିକ୍ସା ଏବଂ ବାଇକ ଜଳି ପୋଡି ପାଉଁଶ ହୋଇଯାଇଛି । ମୃତକଙ୍କ ମଧ୍ୟରେ ଜଣେ ୨୪ ବର୍ଷୀୟ ଯୁବକ ଏବଂ ଜଣେ ୬୦ ବର୍ଷୀୟ ବୃଦ୍ଧ ଥିବା ଜଣାପଡିଛି । ଇ-ରିକ୍ସା ଚାର୍ଜିଂ କାରଣରୁ…

ଦିଲ୍ଲୀରେ ମର୍ମନ୍ତୁଦ ସଡକ ଦୁର୍ଘଟଣା : ୨ ମୃତ ୩ ଗୁରୁତର ଆହତ

ଦିଲ୍ଲୀରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏହି ଅଘଟଣ ବିଳମ୍ବିତ ରାତିରେ ଘଟିଥିବା ସୂଚନା ମିଳୁଛି । ଏହି ଦୁର୍ଘଟଣାରେ ୨ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ସୂଚନା ପାଇବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଛି…

ଅଧା ରହିଗଲା ଓଏସ୍‌ଏସ୍‌ସି ପରୀକ୍ଷା, ଦୌଡୁ ଦୌଡୁ ଟଳିପଡ଼ିଲେ ୨ ପରୀକ୍ଷାର୍ଥୀ

ମେଡିକାଲରେ ଜମିଛି ପୋଲିସଙ୍କ ଗହଳି । ପାଖରେ ପଡିଛି ମୃତଶରୀର । ପରିବାର ଲୋକେ ଯେମିତି ସ୍ଥାଣୁ ପାଲଟିଯାଇଛନ୍ତି । ନିମିଷକ ଭିତରେ କ'ଣ ଘଟିଗଲା କେହି କିଛି ବୁଝି ପାରୁନାହାନ୍ତି । ଅକାଳରେ ଚାଲିଗଲା ନୀରହ ଜୀବନ । ଦଇବର ଏ କି ଖେଳ । ଓଏସ୍‌ଏସ୍‌ସି ପରୀକ୍ଷା ଦେବାକୁ ଯାଇଥିଲେ । ପରୀକ୍ଷାରେ…

ସମ୍ପର୍କୀୟଙ୍କ ମୃତ୍ୟୁ ଖବର ପାଇ ଯାଉଥିବା ବେଳେ ଅଘଟଣ, ଟ୍ରକ ଚକା ତଳେ ଗଲା ଶ୍ୱଶୁର ଜ୍ୱାଇଁଙ୍କ ଜୀବନ

ଉମରକୋଟ (କେନ୍ୟୁଜ): ଟ୍ରକ ଚକା ତଳେ ଗଲା ଶ୍ୱଶୁର ଜ୍ୱାଇଁଙ୍କ ଜୀବନ । ନବରଙ୍ଗପୁର ଜିଲ୍ଲା ରାଇଘର ସଦର ମହକୁମା ସ୍ଥିତ ଡିଏନକେ ନିକଟରେ ସଡ଼କ ଦୁର୍ଘଟଣା ହୋଇଛି। ଏକ ଟ୍ରକରେ ନୂଆ ଚେଚିସ ଜୟପୁର ଯାଉଥିବା ବେଳେ ପୋଷ୍ଟ ଅଫିସ ନିକଟରେ ବାଇକରେ ଶ୍ୱଶୁର ଜ୍ୱାଇ ଓଭରଟେକ୍ କରିବା ସମୟରେ ଟ୍ରକ ତଳକୁ…