Browsing Tag

asa pharake

୨୦୨୦ ପାଇଁ ଦାଦା ସାହେବ ଫାଲ୍‌କେ ସମ୍ମାନ ପାଇଲେ ବର୍ଷିୟାନ୍‌ ଅଭିନେତ୍ରୀ ଆଶା ପାରେଖ

କେନ୍ୟୁଜ୍(ବ୍ୟୁରୋ):ଦାଦା ସାହେବ ଫାଲ୍‌କେ ସମ୍ମାନ ପାଇଲେ ବର୍ଷିୟାନ୍‌ ଅଭିନେତ୍ରୀ ଆଶା ପାରେଖ । ବର୍ଷ ୨୦୨୦ ପାଇଁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ଦିଲ୍ଲୀର ବିଜ୍ଞାନ ଭବନ ପରିସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ତେବେ ମୋର ୮୦ତମ…