ପ୍ରକୃତି କେବେ ବଦଳେନି, ପାକିସ୍ତାନ ଏତେ ବଦଳିଗଲା କେମିତି ? ପାକିସ୍ତାନ ଜେଲ୍ରେ ଗୀତା ବାଇବେଲ୍ ପାଠ ହେବ !
ଏକଥା ସମସ୍ତେ କୁହନ୍ତି କି, ପ୍ରକୃତି କେବେ ବଦଳେନି । ଯଦି ବଦଳେ ତେବେ କେବଳ ପରିସ୍ଥିତିକୁ ନେଇ । ନହେଲେ ମୂଳରୁ ଯିଏ ଯେମିତି ସେମିତି ହିଁ ରହିଥାଏ । ଅର୍ଥାତ କିଛି ମଣିଷ ନିଜର ପ୍ରକୃତିକୁ ବଦଳାଇବାର ଦାବି ନିଜେ କରନ୍ତି । କିନ୍ତୁ ତାହା କେବେ ବି ସତ ହୋଇନଥାଏ । ସବୁଠୁ ବଡ ଉଦାହରଣ ହେବ…