ବସକୁ ଧକ୍କା ଦେଇ ୧୦୦ ମିଟର ଘୋଷାଡ଼ି ନେଲା ଟ୍ରକ, ବିଦ୍ୟୁତ ଟ୍ରାନ୍ସଫରରେ ଧକ୍କା ହେବା ପରେ ଲାଗିଲା ନିଆଁ
ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶ ବଳରାମପୁର ଜିଲ୍ଲାରେ ବିଳମ୍ବିତ ରାତିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ସୁନୋଲୀରୁ ଦିଲ୍ଲା ଯାଉଥିବା ଏକ ଘରୋଇ ବସ୍ ଟ୍ରକ ସହିତ ଧକ୍କା ହୋଇଥିଲା । ଟ୍ରକ ଧକ୍କା ହେବା ପରେ ବସ୍ ୧୦୦ ମିଟର ପର୍ଯ୍ୟନ୍ତ ଘୋଷାଡି ହୋଇ ଏକ ବିଦ୍ୟୁତ ଖୁଣ୍ଟ ସହିତ ଧକ୍କା…