Below header
Browsing Tag

car seized

ଏ ପୁଳା ପୁଳା ଟଙ୍କା ଯାଉଥିଲା କୁଆଡ଼େ ? ପୋଲିସ୍‌ କରୁଛି ତଦନ୍ତ

ସୁବର୍ଣ୍ଣପୁର : ପୁଳା ପୁଳା ଟଙ୍କା । ଥାକ ମରା ହୋଇ ଥାନା ଭିତରେ ଥୁଆ ହୋଇଛି । ନିର୍ବାଚନ ସମୟରେ ଏତେ ପରିମାଣର ଟଙ୍କା କୁଆଡ଼େ ଯାଉଥିଲା ? କାହାକୁ ଦିଆ ଯାଇଥାନ୍ତା ? କିଏ କେଉଁଠିକୁ ନେଉଥିଲା ? ତାକୁ ନେଇ ଏବେ ବଡ଼ ପ୍ରଶ୍ନ ଉଠିଛି । ଘଟଣା ହେଉଛି ସୁବର୍ଣ୍ଣପୁର ଜିଲ୍ଲାର । ଜିଲ୍ଲା…

ରାଜଧାନୀରେ କମିସନରେଟ ପୋଲିସ୍ ନଜରରେ ଅମାନିଆ ଗାଡି ଚାଳକ, ରେଡ୍ ଲାଇଟ ଡେଇଁ ପଳାଉଥିବା ୨୦ଟି ଗାଡି ସିଜ୍

ଭୁବନେଶ୍ଵର(କେନ୍ୟୁଜ): ରେଡ୍ ଲାଇଟ ଡେଇଁ ପଳାଇ ଯାଉଥିଲେ ହୋଇଯାଆନ୍ତୁ ସାବଧାନ୍ । ଏବେ ସାବାଡ ହେବେ ଅମାନିଆ ଡ୍ରାଇଭର । ରାଜଧାନରେ ଦୁର୍ଘଟଣା ରୋକିବାକୁ ଅନେକ ସମୟରେ ଟ୍ରାଫିକ ନିୟମ କଡ଼ାକଡ଼ି କରାଯାଉଛି । ଏହି କ୍ରମରେ ଆଉ ଏକ ପଦକ୍ଷେପ ନେଇଛି କମିଶନରେଟ୍‌ ପୋଲିସ୍‌ । ଟ୍ରାଫିକ୍ ପୋଷ୍ଟରେ…