Browsing Tag

cargo ship

ଆରବ ସାଗରରେ ଜାହାଜ ହାଇଜ୍ୟାକ୍‌, ଶିପ୍‌ରେ ଥିଲେ ୧୫ ଭାରତୀୟ କ୍ରୁ ମେମ୍ବର

ପୁଣି ଆରବ ସାଗରରେ ଜାହାଜ ଅପହରଣ । ସୋମାଲିଆ ଉପକୂଳରେ ଲାଇବେରିଆର ଜାହାଜ ‘ଏମଭି ଲୀଲା ନୋରଫୋକ’କୁ ଅପହରଣ କରାଯାଇଛି । ୫ରୁ ୬ ଜଣ ଅଜ୍ଞାତ ବନ୍ଧୁକଧାରୀ ଜାହାଜକୁ ଅପହରଣ କରିନେଇଥିବା କୁହାଯାଉଛି । ଏହି ଜାହାଜରେ ୧୫ ଜଣ ଭାରତୀୟ କ୍ରୁ ସଦସ୍ୟ ଅଛନ୍ତି। ଏହି ଘଟଣା ପରେ ଅପହୃତ ଜାହାଜକୁ…