ଛେନାପୋଡ଼ର ପ୍ରକୃତ ସ୍ରଷ୍ଟାଙ୍କ ମୃତ୍ୟୁ ଦିବସକୁ ଛେନାପୋଡ଼ ଦିବସ ରୂପେ ପାଳନ କରିବାକୁ ଦାବି
ଦଶପଲ୍ଲା:ଛେନାପୋଡ଼ କଥା ଆସିଲେ ପାଟିରୁ ଲାଳ ଗଡ଼ିଯାଏ । ଦେଖିଲେ ମନ ହୁଏ ଖାଇବା ପାଇଁ । କ୍ଷୀରରୁ ଛେନା ପ୍ରସ୍ତୁତି ପରେ ଏଥିରେ ଅନ୍ୟାନ୍ୟ ଦ୍ରବ୍ୟ ମିଶାଇ ତିଆରି ହୁଏ ସୁଆଦିଆ ଛେନାପୋଡ଼ । ଭାଗମାପରେ ଟିକିଏ ବ୍ୟତିକ୍ରମ ହେଲେ ସବୁ କିଛି ନଷ୍ଟ ହୋଇଯିବାର ଆଶଙ୍କା ମଧ୍ୟ ରହିଛି । ନୟାଗଡ଼…