Below header
Browsing Tag

child head stuck in pressure cooker

ପ୍ରେସର କୁକରରେ ଫସିଗଲା ଦେଢ଼ ବର୍ଷ ଶିଶୁର ମୁଣ୍ଡ, ଡାକ୍ତର କାଢ଼ିଲେ ଏମିତି

ଆଗ୍ରା : ବେଳେ ବେଳେ ବଡ଼ ଲୋକଙ୍କ ଅସାବଧାନତା ପିଲାଙ୍କ ପାଇଁ ବଡ଼ ବିପଦ ଡାକିଥାଏ । ଏପରି ଅସାବଧାନତା ଯୋଗୁ ଜଣେ ଶିଶୁର ମୁଣ୍ଡ ପ୍ରେସର କୁକର ମଧ୍ୟରେ ପଶିଯାଇଥିଲା । ଯାହାକୁ ବହୁ କଷ୍ଟରେ ଡାକ୍ତରମାନେ କାଢ଼ିଥିବାର ଜଣାପଡ଼ିଛି । ଅଘଟଣଟି ଘଟିଛି ଉତ୍ତର ପ୍ରଦେଶର ଆଗ୍ରାରେ । ଜଣେ ଦେଢ଼ ବର୍ଷର…