Below header
Browsing Tag

clerk in vigilance raid

ଭିଜିଲାନ୍ସ ଜାଲରେ କିରାଣି, ଘରବାଡ଼ି ପଟ୍ଟା କରାଇଦେବାକୁ ୫ ହଜାର ଟଙ୍କା ନେଉଥିଲେ ଲାଞ୍ଚ

କୋରାପୁଟ (କେନ୍ୟୁଜ): ଭିଜିଲାନ୍ସ ଜାଲରେ କିରାଣି । କୋରାପୁଟ ଜିଲ୍ଲା ବୈପାରୀଗୁଡା ତହସିଲ ରେକର୍ଡ ବିଭାଗର କିରାଣି ସତ୍ୟନାରାୟଣ ଦଳେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ୫ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଧରିଲା ଜୟପୁର ଭିଜିଲାନ୍ସ । କିରାଣି କାର୍ଯ୍ୟାଳୟ ସମେତ ବିଭିନ୍ନ ସ୍ଥାନରେ…

ଯାଜପୁର ଧର୍ମଶାଳା ସବ୍‌ ରେଜିଷ୍ଟ୍ରାର କାର୍ଯ୍ୟାଳୟ କନିଷ୍ଠ କିରାଣୀଙ୍କ ଘରେ ଭିଜିଲାନ୍ସ ଚଢାଉ, ନିଜସ୍ୱ ଗାଁ ଚାହଟା…

ଯାଜପୁର: ଭିଜିଲାନ୍ସ ଜାଲରେ କିରାଣୀ । ଯାଜପୁର ଧର୍ମଶାଳା ସବ୍‌ ରେଜିଷ୍ଟ୍ରାର କାର୍ଯ୍ୟାଳୟ କନିଷ୍ଠ କିରାଣୀଙ୍କ ଘରେ ଭିଜିଲାନ୍ସ ଚଢାଉ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ ହୋଇଛି । ଏକକାଳୀନ ୭ଟି ସ୍ଥାନରେ ଚଢାଉ କରୁଛି ଭିଜିଲାନ୍ସ । କିରାଣୀଙ୍କ ନିଜସ୍ୱ ଗାଁ ଚାହଟା ଘରୁ…