Below header
Browsing Tag

Congo Floods

କଙ୍ଗୋରେ ପ୍ରକୃତିର ତାଣ୍ଡବ, ଭୂସ୍ଖଳନ ଯୋଗୁ ୧୫ ଜଣଙ୍କ ମୃତ୍ୟୁ; ୬୦ ନିଖୋଜ

କଙ୍ଗୋରେ ପ୍ରକୃତିର ତାଣ୍ଡବ ଦେଖିବାକୁ ମିଳିଛି । ଦକ୍ଷିଣ-ପଶ୍ଚିମ କଙ୍ଗୋରେ ପ୍ରବଳ ବର୍ଷା ପରେ ପରିସ୍ଥିତି ଆହୁରି ବିଗିଡି ଯାଇଛି । ବର୍ଷା ଯୋଗୁ ଏଠାରେ ଭୂସ୍ଖଳନ ହୋଇ ପ୍ରାୟ ୧୫ ଜଣଙ୍କ ମୃତ୍ୟୁ ଘଟିଛି । ପାଖାପାଖି ୬୦ ଜଣ ଲୋକ ଏଥିରେ ନିଖୋଜ ଥିବା ସ୍ଥାନୀୟ ଅଧିକାରୀ ସୂଚନା ଦେଇଛନ୍ତି ।…

କଙ୍ଗୋରେ ବନ୍ୟା ଯୋଗୁ ୨୦୦ ରୁ ଅଧିକ ମୃତ, ଅନେକ ନିଖୋଜ

ନୂଆଦିଲ୍ଲୀ : କଙ୍ଗୋରେ ଭୀଷଣ ବର୍ଷା ଜନିତ କାରଣରୁ ବନ୍ୟା ଓ ପାହାଡ ଧସି ୨୦୦ ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି । ଆହୁରି ଅନେକ ନିଖୋଜ ଅଛନ୍ତି । ଶନିବାର ସୁଦ୍ଧା ୨୦୩ଟି ଶବ ଉଦ୍ଧାର କରାଯାଇଥିବା ବେଳେ ନିଖୋଜମାନଙ୍କୁ ଠାବ ପାଇଁ ଉଦ୍ୟମ ଜାରି ରହିଛି । ପ୍ରବଳ ବର୍ଷା…