Below header
Browsing Tag

corona positive case in kandhamal

ରାଜ୍ୟରେ ଆଉ ୪୮ କରୋନା ଆକ୍ରାନ୍ତ ଚିହ୍ନଟ, ମୋଟ ସଂକ୍ରମିତଙ୍କ ସଂଖ୍ୟା ୮୭୬କୁ ବୃଦ୍ଧି

ଭୁବନେଶ୍ବର: ରାଜ୍ୟରେ ଆଉ ୪୮ କରୋନା ଆକ୍ରାନ୍ତ ଚିହ୍ନଟ। ପଜିଟିଭ୍‌ଙ୍କ ମଧ୍ୟରେ ଯାଜପୁରରୁ ୧୬, ଗଞ୍ଜାମରୁ ୧୫ ଓ ପୁରୀରୁ ୪ଜଣ ଚିହ୍ନଟ ହୋଇଛନ୍ତି। ସେହିପରି କେନ୍ଦ୍ରାପଡ଼ାରୁ ୩, ନୟାଗଡ଼ରୁ ୨ ଓ ବଲାଙ୍ଗିରରୁ ୨ ପଜିଟିଭ୍‌ ଅଛନ୍ତି। କନ୍ଧମାଳ ଛୁଇଁଲା କରୋନା। ଜିଲ୍ଲାରେ ୨ ଆକ୍ରାନ୍ତ ଚିହ୍ନଟ…