Below header
Browsing Tag

corona tea

4 ଭାଇ ରିସର୍ଚ୍ଚ କରି ବାହାର କଲେ ‘କରୋନା ଚା’, COVID-19 ସହ ଲଢ଼ିବାରେ ଏମିତି କରୁଛି ସାହାଯ୍ୟ

ପଶ୍ଚିମବଙ୍ଗର ମେଦିନା ପୁରରେ ରହୁଥିବା 4 ଭାଇ ଏକ ଖାସ ପ୍ରକାରର ଚା' ଆବିଷ୍କାର କରିଛନ୍ତି, ଯାହାକୁ ସେମାନେ 'କରୋନା ଚା' ନାଁ ଦେଇଛନ୍ତି। ସେମାନଙ୍କ କହିବା ହେଲା, ଏହି ଚା'ର ପାଣିରୁ ଇମ୍ୟୁନ ସିଷ୍ଟମ ମଜଭୁତ ହୋଇଥାଏ ଏବଂ ଏହା କରୋନା ସହ ଲଢ଼ିବାରେ ସାହାଯ୍ୟ କରିଥାଏ। ଖଡଗପୁର ନ୍ୟୁ…