Below header
Browsing Tag

coronavirus rumors

କରୋନା ଭାଇରସକୁ ନେଇ ପ୍ରଚାରିତ ହେଉଛି ଅନେକ ଗୁଜବ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଜଣାଇଲା ସତ୍ୟ

ସମଗ୍ର ବିଶ୍ୱରେ କରୋନା ଭାଇରସ କାୟା ମେଲାଇ ଚାଲିଛି। ଏପର୍ଯ୍ୟନ୍ତ ୧୩୧ ଦେଶକୁ କବଳିତ କରିସାରିଲାଣି କରୋନା। ଭାରତରେ ଏପର୍ଯ୍ୟନ୍ତ ୧୨୦ଟି ମାମଲା ଦେଖିବାକୁ ମିଳିଛି। ଏହାଛଡା ଦୁଇଜଣ ମୃତ୍ୟୁବରଣ ମଧ୍ୟ କରିସାରିଲେଣି। କିନ୍ତୁ କରୋନାକୁ ନେଇ ଅନେକ ପ୍ରକାର ଗୁଜବ ପତାକୁ ଆସୁଛି। ଯାହାର ସତ୍ୟତା…