Browsing Tag

cow gives birth to triplets

ଗୋଟିଏ ଗାଈର ଏକାଥରେ ଜନ୍ମ ହେଲେ ତିନିଟି ବାଛୁରୀ

ମଣିଷ ଯାଆଁଳା ପିଲା କିମ୍ବା ଦୁଇରୁ ଅଧିକ ପିଲା ଜନ୍ମ କରିବା କଥା ଆପଣମାନେ ଶୁଣିଥିବେ କି ଦେଖିଥିବେ । ହେଲେ କୌଣସି ଗାଈ ଏକାଥରେ ତିନିଟି ବାଛୁରୀ ଜନ୍ମ କରିବା ଘଟଣା ପାୟତଃ ବିରଳ । ତେବେ ଏମିତି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ୍‌ ଅଞ୍ଚଳରେ । ବସ୍ତା ବ୍ଲକ୍‌ର ବଡ଼…