Below header

ଗୋଟିଏ ଗାଈର ଏକାଥରେ ଜନ୍ମ ହେଲେ ତିନିଟି ବାଛୁରୀ

ମଣିଷ ଯାଆଁଳା ପିଲା କିମ୍ବା ଦୁଇରୁ ଅଧିକ ପିଲା ଜନ୍ମ କରିବା କଥା ଆପଣମାନେ ଶୁଣିଥିବେ କି ଦେଖିଥିବେ । ହେଲେ କୌଣସି ଗାଈ ଏକାଥରେ ତିନିଟି ବାଛୁରୀ ଜନ୍ମ କରିବା ଘଟଣା ପାୟତଃ ବିରଳ । ତେବେ ଏମିତି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ୍‌ ଅଞ୍ଚଳରେ ।

COW-2

ବସ୍ତା ବ୍ଲକ୍‌ର ବଡ଼ ଘୋଳେଇ ଗାଁରେ ବୃନ୍ଦାବନ ଦାସଙ୍କ ଘରେ ତାଙ୍କ ଗାଈଟି ଗତକାଲି ଏକାଥରେ ତିନିଟି ବାଛୁରୀଙ୍କୁ ଜନ୍ମ ଦେଇଥିଲା । ଅବଶ୍ୟ ସେଥିରୁ ଗୋଟିଏ ବାଛୁରୀର ମୃତ୍ୟୁ ହୋଇଯାଇଛି । ଅନ୍ୟ ଦୁଇ ବାଛୁରୀ ଏବଂ ସେମାନଙ୍କ ମା ସୁସ୍ଥ ଅଛନ୍ତି । ଏମାନଙ୍କୁ ଦେଖିବାକୁ ଗାଁ ଲୋକଙ୍କ ଭିଡ଼ ଲାଗୁଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.