Below header
Browsing Tag

cow marriage

ଗଞ୍ଜାମ ଜିଲ୍ଲା ଆସିକା ଟାଉନ୍‌ ହଲ୍‌ ପରିସରରେ ଏକ ଭିନ୍ନ ବିବାହ ଉତ୍ସବ, ବର କନ୍ୟାଙ୍କ ସ୍ଥାନ ନେଲେ ଷଣ୍ଢ ଓ ଗାଈ

ଗଞ୍ଜାମ : ଭିନ୍ନ ଏକ ବିବାହ । ବ୍ରାହ୍ମଣଙ୍କ ମନ୍ତ୍ରପାଠ ସହ ଚାଲିଛି ହୋମ ଯଜ୍ଞ । ହୋମରେ ବସିଛନ୍ତି କର୍ତ୍ତା । ବାଟବରଣ ମଧ୍ୟ ହେଉଛି । ଭୋଜିର ଆୟୋଜନ ହୋଇଛି । କିନ୍ତୁ ଏ ବିବାହ କୌଣସି ପୁଅ ସହ ଝିଅର ନୁହେଁ, ବରଂ ବର କନ୍ୟାଙ୍କ ସ୍ଥାନ ନେଇଛନ୍ତି ଷଣ୍ଢ ଓ ଗାଈ । ଗଞ୍ଜାମ ଜିଲ୍ଲା…