Below header
Browsing Tag

crackers not allow

ନିଷିଦ୍ଧ ବାଣ ବିକ୍ରି ପାଇଁ ଅନୁମତି ଦେଇ ପାରିବେ ନାହିଁ କୌଣସି ରାଜ୍ୟ ସରକାର: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ(କେନ୍ଯୁଜ୍): ବାଣ ବିକ୍ରି ଓ ଫୁଟା ଉପରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶନାମା । ଅର୍ଜୁନ ଗୋପାଳଙ୍କ ମାମଲାରେ ଏହି ନିର୍ଦ୍ଦେଶନାମା । ନିଷିଦ୍ଧ ବାଣ ବିକ୍ରି ପାଇଁ ଅନୁମତି ଦେଇ ପାରିବେ ନାହିଁ କୌଣସି ରାଜ୍ୟ ସରକାର । ଏଭଳି ବାଣ ପ୍ରସ୍ତୁତି ବିକ୍ରି ଓ ଫୁଟା ଉପରେ…