ଫସଲବୀମା କମ୍ପାନୀକୁ ରାଜସ୍ବ ମନ୍ତ୍ରୀଙ୍କ କଡା ଚେତାବନୀ : ଚାଷୀଙ୍କୁ ହଇରାଣ କଲେ କଡା ଆକ୍ସନ
ଭୁବନେଶ୍ୱର : ଫସଲବୀମା ନେଇ ବୀମା କମ୍ପାନୀଙ୍କୁ ରାଜସ୍ୱ ମନ୍ତ୍ରୀଙ୍କ କଡା ଚେତାବନୀ । ଚାଷୀଙ୍କୁ ହଇରାଣ କଲେ କି ଟାଳଟୁଳ ନୀତି ଦେଖାଇଲେ କଡା ଆକ୍ସନ ନେବେ ସରକାର । ଏଭଳି ଚେତାବନୀ ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ଫସଲବୀମା ନିୟମ କମ୍ପାନୀ ଲାଭ ପାଇଁ ନୁହେଁ ଏସମୟରେ ବୀମା…