DRDO ମାମଲା: ୭ ଦିନିଆ ରିମାଣ୍ଡରେ ଆସିବେ ୫ ଅଭିଯୁକ୍ତ
ବାଲେଶ୍ୱର (କେନ୍ୟୁଜ) : ବାଲେଶ୍ୱର DRDO ତଥ୍ୟ ଲିକ୍ ଘଟଣା । ୭ ଦିନିଆ ରିମାଣ୍ଡରେ ଆସିବେ ଗିରଫ ୫ ଅଭିଯୁକ୍ତ। ବାଲେଶ୍ୱର କୋର୍ଟ ଦେଲେ ମଞ୍ଜୁରୀ । ବାଲେଶ୍ୱର କୋର୍ଟରେ ୭ ଦିନିଆ ରିମାଣ୍ଡ ଆବେଦନ କରିଥିଲା କ୍ରାଇମବ୍ରାଞ୍ଚ । ୫ ଅଭିଯୁକ୍ତଙ୍କୁ ମାରାଥନ ଜେରା କରିବ କ୍ରାଇମବ୍ରାଞ୍ଚ ।…