Below header
Browsing Tag

customer delight month

BSNL ର ଖାସ୍ ଅଫର,ଅକ୍ଟୋବରରେ ୟୁଜର୍ସଙ୍କୁ ମାଗଣାରେ ମିଳିବ ୨୫ ପ୍ରତିଶତ ଅତିରିକ୍ତ ଡାଟା

ଭାରତ ସଞ୍ଚାର ନିଗମ ଲିମିଟେଡ ତରଫରୁ ଚଳିତ ଅକ୍ଟୋବର ମାସରେ ୟୁଜରଙ୍କ ପାଇଁ ଖାସ ଅଫର ଦିଆଯାଉଛି। କମ୍ପାନୀ ନିଜ କର୍ପୋଟାଇଜେସନକୁ ୨୦ ବର୍ଷ ପୂରଣ ହୋଇଥିବା ଖୁସିରେ ଅକ୍ଟୋବର ମାସକୁ "କଷ୍ଟମର ଡିଲାଇଟ ମନ୍ଥ" ଭାବେ ପାଳନ କରିବ। ଏନେଇ BSNL ତରଫରୁ କୁହାଯାଇଛି ଯେ ଚଳିତ ମାସରେ ୟୁଜର୍ସଙ୍କୁ…