Below header
Browsing Tag

dalal

୫ ଲକ୍ଷରେ ଝିଅ ବିକ୍ରି, ନିଯୁକ୍ତିର ଲୋଭ ଦେଖାଇ ଦଲାଲ ପଠାଇଥିଲା ଗୁଜୁରାଟ

ବାପାମା ଛେଉଣ୍ଡ ନାବାଳିକାକୁ ୫ ଲକ୍ଷରେ ବିକ୍ରି । ଚାକିରିିର ଲୋଭ ଦେଖାଇ ଝିଅ ମାନଙ୍କୁ ବାହାର ରାଜ୍ୟକୁ କରୁଛନ୍ତି ଚାଲାଣ । ଦଲାଲଙ୍କର ଏହା ନିତିଦିନିଆ କାମ ହେଇଗଲାଣି । ଆଇନକୁ ଭୟ ନାହିଁ ନିର୍ଭୟରେ ଏଭଳି ଅପରାଧ କରିବାକୁ ପଛାଉ ନାହାନ୍ତି କିଛି ଦଲାଲ । କମ ବୟସର ଝିଅ ମାନଙ୍କୁ କାମ ଦେବା…

ଯାଜପୁର: ଚଣ୍ଡିଖୋଲ ଆରଟିଓ କାର୍ଯ୍ୟାଳୟରୁ ୯ ଦଲାଲକୁ ଗିରଫ କଲା ପୋଲିସ

ଯାଜପୁର(କେନ୍ୟଜ୍): ଦଲାଲ ମୁକ୍ତ ହେବ ଆରଟିଓ କାର୍ଯ୍ୟାଳୟ। କୌଣସି ପରିସ୍ଥିତିରେ ପରିବହନ କାର୍ଯ୍ୟାଳୟରେ ଦଲାଲଙ୍କୁ ବରଦାସ୍ତ କରାଯିବ ନାହିଁ। ଦଲାଲଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେବା ପରେ ଆକ୍ସନ ମୁଡରେ ଯାଜପୁର ପୋଲିସ। ଆଜି ଜିଲ୍ଲାର…