Below header
Browsing Tag

december 23

ପୁରୀ: ଆସନ୍ତା ୨୩ ତାରିଖରୁ ଶ୍ରୀମନ୍ଦିର ସମେତ ଖୋଲିବ ସମସ୍ତ ଧର୍ମାନୁଷ୍ଠାନ

ଜଗନ୍ନାଥ ପ୍ରେମୀଙ୍କ ପାଇଁ ବଡ଼ ନିଷ୍ପତ୍ତି । ଆସନ୍ତା ୨୩ ତାରିଖରୁ ଖୋଲିବ ଶ୍ରୀମନ୍ଦିର। ମିଳିବ ଶ୍ରୀଜିଉଙ୍କର ଦର୍ଶନ । ଦୀର୍ଘ ଦିନ ପରେ ଭକ୍ତ ଓ ଭଗବାନଙ୍କ ହେବ ମିଳନ । କରୋନା ଯୋଗୁ ବନ୍ଦ ଥିବା ଶ୍ରୀମନ୍ଦିର ଖୁବଶୀଘ୍ର ଖୋଲିବ। ଏନେଇ ପୁରୀ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ସୂଚନା ମୁତାବକ…