Below header
Browsing Tag

deputy chief minister

ଜଗନ ମୋହନ ରେଡୀଙ୍କ ଐତିହାସିକ ନିଷ୍ପତ୍ତି, ଆନ୍ଧ୍ରରେ ରହିବେ ୫ ଉପମୁଖ୍ୟମନ୍ତ୍ରୀ

ଜଗନ ମୋହନ ରେଡୀଙ୍କ ଐତିହାସିକ ନିଷ୍ପତ୍ତି । ଆନ୍ଧ୍ରପ୍ରଦେଶରେ ଏବେ ଜଣେ ନୁହେଁ ରହିବେ ୫ ଉପମୁଖ୍ୟମନ୍ତ୍ରୀ । କୌଣସି କ୍ୟାବିନେଟରେ ୫ ଜଣ ଉପମୁଖ୍ୟମନ୍ତ୍ରୀ ରହିବା ଦେଶର ପ୍ରଥମ ଘଟଣା । କାରଣ ଏହା ପୂର୍ବରୁ କୌଣସି ରାଜ୍ୟରେ ଆଜି ଯାଏଁ ୫ ଜଣ ଉପମୁଖ୍ୟମନ୍ତ୍ରୀ ହୋଇନାହାଁନ୍ତି । ରେଡୀଙ୍କ…