Browsing Tag

devotee is serious

ଦର୍ଶନ ବେଳେ ଅଘଟଣ: ଶାଢ଼ିରେ ଲାଗିଲା ଦୀପ ନିଆଁ, ଭକ୍ତ ଗୁରୁତର

ପୁରୀ (କେନ୍ୟୁଜ): ଶ୍ରୀମନ୍ଦିରରେ ଅଘଟଣ। ଶ୍ରୀମନ୍ଦିର ଭିତରେ ଦୀପରୁ ନିଆଁ ଲାଗି ମହିଳା ଭକ୍ତ ଗୁରୁତର। ଗୁରୁତର ମହିଳା ଭୁବନେଶ୍ବର ପଟିଆ ଅଞ୍ଚଳର ୬୫ ବର୍ଷୀୟା ବୃଦ୍ଧା ଅରୁଣା ମିଶ୍ର। ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ଶାଢ଼ୀ ତଳ ପଟୁ ଦୀପରୁ ନିଆଁ ଲାଗି ତାଙ୍କ ପାଦ ଓ…