ଶସ୍ୟ ଏବଂ କଉଡିରୁ ପ୍ରସ୍ତୁତ ହେଉଛି ଆକର୍ଷଣୀୟ ରାକ୍ଷୀ, ଇକୋଫ୍ରେଣ୍ତଲି ରାକ୍ଷୀ ଷ୍ଟଲରେ ଲାଗୁଛି ଗ୍ରାହକଙ୍କ ଭିଡ
ଜଳେଶ୍ୱର: ଆଉ ଦିନ କେଇଟା ପରେ ଗହ୍ମା ପୂର୍ଣିମା ବା ରାକ୍ଷୀ ପୂର୍ଣ୍ଣିମା । ସେଥିପାଇଁ ବଜାରରେ ଜମିଲାଣି ରାକ୍ଷୀ ବ୍ୟବସାୟ । ଭାଇ ହାତରେ ଭଉଣୀ ବାନ୍ଧିବ ସ୍ନେହର ରେଶମ ଡୋରୀ । ସେଥିପାଇଁ ବଜାରରେ ବସିଛି ବିଭିନ୍ନ ରାକ୍ଷୀ ଷ୍ଟଲ । ଆଉ ବିକ୍ରି ହେଉଛି ଭଳିକି ଭଳି ଡିଜାଇନର ରାକ୍ଷୀ । ମାତ୍ର…