Browsing Tag

dinyar contractor pass away

ବର୍ଷିଆନ ଅଭିନେତା ଦିନ୍ୟର କଣ୍ଟ୍ରାକରଙ୍କ ପରଲୋକ

ମୁମ୍ବାଇ: ପରଲୋକରେ ବର୍ଷିଆନ ଅଭିନେତା ଦିନ୍ୟର କଣ୍ଟ୍ରାକର । ୭୯ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଥିବାବେଳେ କିଛି ଦିନ ହେଲା ତାଙ୍କର ସ୍ୱାସ୍ଥ୍ୟ ଭଲ ରହୁନଥିଲା । ଅକ୍ଷୟ କୁମାରଙ୍କ ହିଟ ଫିଲ୍ମ ଖିଲାଡିରେ ତାଙ୍କ ଅଭିନୟକୁ ଏବେ ବି ଦର୍ଶକ ମନେ ରଖିଛନ୍ତି।  ବାଜିଗର, ଖିଲାଡୀ,ବାଦଶାହ, ୩୬…