Below header
Browsing Tag

DM Shailesh Yadav Suspended

ନିଲମ୍ବିତ ହେଲେ ତ୍ରିପୁରାର ଡିଏମ୍ ଶୈଳେଶ କୁମାର, ନାଇଟ୍ କର୍ଫ୍ଯୁ ସମୟରେ ବାହାଘରରେ ପହଞ୍ଚି କରିଥିଲେ ହଙ୍ଗାମା

ନିଲମ୍ବିତ ହେଲେ ତ୍ରିପୁରାର ଡିଏମ୍ ଶୈଳେଶ କୁମାର ଯାଦବ। ନାଇଟ କର୍ଫ୍ୟୁ ସମୟରେ ଏକ ବିବାହ କାର୍ଯ୍ୟକ୍ରମରେ ପହଞ୍ଚି ହଙ୍ଗାମା କରିଥିଲେ ଡିଏମ୍ ଶୈଳେଶ ଯାଦବ। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହୋଇଥିଲା। ଏହି ଭିଡିଓରେ ସେ ବିବାହ ଉତ୍ସବରେ ଥିବା ସମସ୍ତଙ୍କ ସହିତ ଅପଶବ୍ଦ ବ୍ୟବହାର…