Below header
Browsing Tag

Drug dealing

ସାଲିଆ ସାହିରେ ଚା’ଦୋକାନ ଭିତରେ ଚାଲିଥିଲା ନିଶା କାରବାର; ବିକ୍ରି ବେଳେ ଗିରଫ ହେଲେ ଦମ୍ପତି

ଭୁବନେଶ୍ୱର (କେନ୍ୟୁଜ): ବ୍ରାଉନ ସୁଗର ବେପାରୀ ଘର ଭାଙ୍ଗିଲା ପୋଲିସ । ଭୁବନେଶ୍ୱର ସାଲିଆ ସାହି ଅଞ୍ଚଳରେ ଚା'ଦୋକାନ ଭିତରେ ଚାଲିଥିଲା ଧଳାଜହର କାରବାର । ଦିଲ୍ଲୀପ ବରାଳ ଓ ତା' ସ୍ତ୍ରୀ ପୂର୍ଣ୍ଣିମାନ ବରାଳ ଘର ଆଗରେ ଚା' ଦୋକାନ କରିଥିଲେ। କିନ୍ତୁ ଚଳାଇଥିଲେ ବ୍ରାଉନସୁଗର କାରବାର। ଗତକାଲି…