Browsing Tag

drumstick leave

ରକ୍ତହୀନତା ରୋଗ ଦୂର କରିବ ସଜନା ଶାଗ : ପ୍ରତିଦିନ ଖାଆନ୍ତୁ, ଦୂର କରନ୍ତୁ ଅନେକ ରୋଗ

ଆମ ଶରୀର ସବୁବେଳେ ସୁସ୍ଥ ରହିବା ଜରୁରୀ। କିନ୍ତୁ ଆଜିକାଲିର ବ୍ୟସ୍ତବହୁଳ ଜୀବନ ମଧ୍ୟରେ ନିଜ ସ୍ୱାସ୍ଥ୍ୟର ଯତ୍ନ ଆମେ ସଠିକ୍‌ ଭାବେ ନେଇପାରୁନାହେଁ। ଶରୀରରେ ରକ୍ତର ପରିମାଣ କମ୍‌ ହେଲେ ମନୁଷ୍ୟ ରୋଗାକ୍ରାନ୍ତ ହୋଇପଡେ। ତେବେ ଶରୀରରେ ରକ୍ତ କମିଗଲେ ଔଷଧ ପରିବର୍ତ୍ତେ କିଛି ଘରୋଇ ଉପଚାର କଲେ…