Below header
Browsing Tag

Dubai bus crash

ଦୁବାଇରେ ବସ୍‌ ଦୁର୍ଘଟଣାରେ ଆହତ ହୋଇଥିବା ଭାରତୀୟଙ୍କୁ ମିଳିବ ୧୧ କୋଟି ଟଙ୍କାର କ୍ଷତିପୂରଣ

୨୦୧୯ରେ ଦୁବାଇରେ ଘଟିଥିବା ବସ୍ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଭାରତୀୟ ମହମ୍ମଦ ବୈଗ୍ ମିର୍ଜାଙ୍କୁ ୫୦ ଲକ୍ଷ ଦିରହାମ୍ ବା ୧୧ କୋଟି ଟଙ୍କା କ୍ଷତିପୂରଣ ମିଳିବ । ସେହି ବସ୍ ଦୁର୍ଘଟଣାରେ ୧୨ଜଣ ଭାରତୀୟଙ୍କ ସମେତ ୧୭ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଥିଲା। ଆଉ ଗୁରୁତର ଆହତ ହୋଇଥିବା…

ଦୁବାଇରେ ମର୍ମନ୍ତୁଦ ବସ୍ ଦୁର୍ଘଟଣା, ୮ ଭାରତୀୟଙ୍କ ସମେତ ୧୭ ମୃତ

ନୂଆଦିଲ୍ଲୀ: ଓମାନରୁ ଦୁବାଇ ଆସୁଥିବା ଏକ ରୋଡ୍‌ ସାଇନ୍‌ ସିଗନାଲକୁ ଧକ୍କା ଦେବାରୁ ଆଠ ଜଣ ଭାରତୀୟଙ୍କ ସମେତ ୧୭ ଜଣଙ୍କର ମୃତ୍ୟୁ ହୋଇଛି । ଏନେଇ ଆଜି ଦୁବାଇ ସ୍ଥିତ ଭାରତୀୟ କନ୍‌ସୁଲେଟଙ୍କ ପକ୍ଷରୁ ସୂଚନା ମିଳିଛି।ତେବେ ମୃତକଙ୍କ ମଧ୍ଯରେ ୬ଜଣ ଭାରତୀୟ ଥିବା ନେଇ ପ୍ରାଥମିକ ରିପୋର୍ଟରୁ…