Below header
Browsing Tag

Dumka treasury Case

ଚାରା ଘୋଟାଲା ମାମଲାରେ ଲାଲୁଙ୍କୁ ୫ ବର୍ଷ ଜେଲ୍, ରାଞ୍ଚି CBI ସ୍ୱତନ୍ତ୍ର କୋର୍ଟ ଦେଲେ ରାୟ

ନୂଆଦିଲ୍ଲୀ : ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ୫ ବର୍ଷ ଜେଲ କାରାଦଣ୍ଡ କରାଯାଇଛି । ବିହାର ବହୁ ଚର୍ଚ୍ଚିତ ଚାରା ଘୋଟାଲା ମାମଲାରେ ଜେଲ ଦଣ୍ଡାଦେଶ ହୋଇଛି । ଡୋରାଣ୍ଡା ଟ୍ରେଜେରୀରୁ ୧୩୯.୫ କୋଟି ଟଙ୍କା ବେଆଇନ ପ୍ରତ୍ୟାହାର ମାମଲାରେ ଆରଜେଡି ସୁପ୍ରିମୋ ଲାଲୁ…

ଲାଲୁ ଯାଦବଙ୍କୁ ବଡ଼ ଆଶ୍ୱସ୍ତି, ବହୁଚର୍ଚ୍ଚିତ ଚାରା ଘୋଟାଲା ମାମଲାରେ ମିଳିଲା ସର୍ତ୍ତମୂଳକ ଜାମିନ

ଲାଲୁ ଯାଦବଙ୍କୁ ବଡ଼ ଆଶ୍ୱସ୍ତି । ବହୁଚର୍ଚ୍ଚିତ ଚାରା ଘୋଟାଲା ମାମଲାରେ ଲାଲୁ ପ୍ରସାଦଙ୍କୁ ଜାମିନ । ଡୁମକା ଟ୍ରେଜେରୀ ମାମଲାରେ ଜାମିନ ଦେଇଛନ୍ତି ଝାଡଖଣ୍ଡ ହାଇକୋର୍ଟ । ୧ଲକ୍ଷ ଟଙ୍କାର ମୁଚାଲିକା ବଦଳରେ ଜାମିନ ମିଳିଛି । ଦୀର୍ଘଦିନ ଧରି ଏହି ମାମଲାର ଶୁଣାଣି ଚାଲୁରହିଥିଲା । ଏପ୍ରିଲରେ…