Browsing Tag

duplicate mineral water

ମାର୍କେଟ୍‌ରେ ବୁଲୁଛି ନକଲି ମିନେରାଲ ଓ୍ଵାଟର, ଗୁମର ଖୋଲିଲା ଷ୍ଟିଙ୍ଗ ଅପରେସନ୍‌

ଭୁବନେଶ୍ୱର(କେ.ନ୍ୟୁଜ): ବିନା ଲାଇସେନ୍‌ସରେ ବେଧଡ଼କ ଚାଲିଛି ପାଣି ବେପାର। ଟ୍ରକରୁ ମିନି ଟ୍ରକ ପର୍ଯ୍ୟନ୍ତ ସବୁଥିରେ ପାଣି ବୁହାଯାଉଛି। ପାଣି ଭରି ଜାର୍‌ ପିଛା ୩୦ରୁ ୪୦ ଟଙ୍କାରେ ବିକ୍ରି କରୁଛନ୍ତି ଲୋକେ। ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଅଞ୍ଚଳରେ। ଏଠାରେ କିଛି ଲୋକ ଘର…