Below header
Browsing Tag

EARTHQUKE

ଗୁଜୁରାଟର ରାଜକୋଟରେ ଭୂମିକମ୍ପର ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ଥିଲା ୫.୮

କେନ୍ୟୁଜ୍ (ବ୍ୟୁରୋ): ଥରିଲା ଗୁଜୁରାଟର ରାଜକୋଟ।ଆଜି ସନ୍ଧ୍ୟା ୮.୧୩ ମିନିଟ ସମୟରେ ଗୁଜରାଟର ରାଜକୋଟରେ ଭୂମିକମ୍ପ ଅନୁଭୂତ ହୋଇଛି। ଏହାର ତୀବ୍ରତା ୫.୮ ରହିଥିବା କହିଛି ନ୍ୟାସ୍‌ନ୍ୟାଲ୍ ସେଣ୍ଟର ଫର୍‌ ସେସ୍ମୋଲୋଜୀ (ଏନ୍‌ସିଏସ୍‌)ର ପ୍ରାଥମିକ ରିପୋର୍ଟ। ଗୁଜରାଟର କଚ୍ଛ ଜିଲ୍ଲାରୁ ୧୦…

ଭୂମିକମ୍ପରେ ଦୋହଲିଲା ଉତ୍ତର ଭାରତ, କ୍ଷୟକ୍ଷତିର ସୂଚନା ନାହିଁ

ନୂଆଦିଲ୍ଲୀ : ୫.୩ ତୀବ୍ରତାରେ ଭୂମିକମ୍ପ । ଏହି ଭୂମିକମ୍ପରେ ଦୋହଲିଛି ଉତ୍ତର ଭାରତର ଅଧିକାଂଶ ଅଞ୍ଚଳ । ଆଜି ସନ୍ଧ୍ୟାରେ ଦିଲ୍ଲୀ ଓ ଲକ୍ଷ୍ନୌ ସମେତ ଅନେକ ସ୍ଥାନରେ ଭୂକମ୍ପ ଅନୁଭୂତ ହୋଇଛି । ଭାରତ-ନେପାଳ ସୀମାରେ ନେପାଳ ସ୍ଥିତ ଜଙ୍ଗଲ ହେଉଛି ଭୂକମ୍ପର କେନ୍ଦ୍ରସ୍ଥଳ । ନେପାଳର ଖପଟାଇ…