ମହାକାଶରରୁ କେମିତି ହେବ ବିଦ୍ୟୁତ୍ ଯୋଗାଣ ? ବୈଜ୍ଞାନିକମାନେ ଡେଭଲପ୍ କରୁଛନ୍ତି ନୂଆ ଟେକ୍ନୋଲୋଜି
ଭାରତରେ ସବୁବେଳେ ବିଦ୍ୟୁତ ସମସ୍ୟା ଲାଗି ରହୁଛି । ଯଦି ପ୍ରବଳ ବର୍ଷା କିମ୍ବା ଝଡ ଓ ତୁଫାନ୍ ଆସେ ସଙ୍ଗେ ସଙ୍ଗେ ବିଦ୍ୟୁତ୍ କାଟ୍ ହୋଇଯାଏ । ଏହା ବ୍ୟତୀତ ଭାରତରେ ଅନେକ ଗାଁ ଏବଂ ସହର ଅଛି ଯେଉଁଠାରେ ଏପର୍ଯ୍ୟନ୍ତ ବିଦ୍ୟୁତ୍ ଯୋଗାଯୋଗର ସୁବିଧା ହୋଇନାହିଁ । ଭାରତ ବ୍ୟତୀତ ଦୁନିଆରେ ଅନେକ ଦେଶ…