Below header
Browsing Tag

Evaluation

ଆଜିଠାରୁ ଆରମ୍ଭ ହୋଇଛି ଯୁକ୍ତ୨ ଅଫ୍‌ଲାଇନ୍ ଖାତା ଦେଖା

ଭୁବନେଶ୍ବର: ଯୁକ୍ତ୨ କଳା ଓ ଧନ୍ଦାମୂଳକ ଶିକ୍ଷା ଉତ୍ତର ଖାତାଗୁଡ଼ିକର ଅଫ୍‌ଲାଇନ୍‌ ମୂଲ୍ୟାୟନ ଆଜି ଠାରୁ ଆରମ୍ଭ ହୋଇଯାଇଛି। ଚଳିତବର୍ଷ ୬୬ଟି ମୂଲ୍ୟାୟନ କେନ୍ଦ୍ରରେ ସାଢ଼େ ୧୧ ହଜାର ଅଧ୍ୟାପକ ଖାତା ଦେଖା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ପ୍ରଥମ ପର୍ଯ୍ୟାୟରେ କଳା ବିଭାଗର ଖାତାଗୁଡ଼ିକର…

ସଟ୍‌ଡାଉନ ପାଇଁ ୧୧ଟି ଜିଲ୍ଲାରେ ଶନିବାର, ରବିବାର ମାଟ୍ରିକ ଖାତାଦେଖା ବନ୍ଦ

ଭୁବନେଶ୍ବର : ସଟ୍‌ଡାଉନ ପାଇଁ ୧୧ଟି ଜିଲ୍ଲାରେ ମାଟ୍ରିକ ଖାତା ଦେଖା ବନ୍ଦ ରହିଛି । ତେବେ  ସଟ୍‌ଡାଉନ୍‌ ବେଳେ ଜୁନ୍‌ ମାସର ସବୁ ଶନିବାର ରବିବାର ଦୁଇ ଦିନ ଧରି ଖାତାଦେଖା ବନ୍ଦ ରହିବା ନେଇ ସୂଚନା ମିଳିଛି । ଏହି ଦୁଇ ଦିନ ପରେ ସୋମବାରରୁ ପୁଣି ମୂଲ୍ୟାୟନ ଆରମ୍ଭ ହେବ । ସଟଡାଉନ ସମୟରେ…