୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ସରିଲା ମତଦାନ, ଇଭିଏମ୍ରେ ସିଲ୍ ହେଲା ୬୭୨ ପ୍ରାର୍ଥୀଙ୍କ ଭାଗ୍ୟ
କେନ୍ୟୁଜ୍(ବ୍ୟୁରୋ): ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ସରିଛି ମତଦାନ । ଇଭିଏମ୍ରେ ସିଲ୍ ହୋଇଛି ୬୭୨ ପ୍ରାର୍ଥୀଙ୍କ ଭାଗ୍ୟ । ମତଦାନ ହାର ରହିଛି ୫୭ ଦଶମିକ ୦୬ ପ୍ରତିଶତ । ଆସନ୍ତା ୧୧ ତାରିଖରେ ଭୋଟ୍ ଗଣତି ଓ ଫଳାଫଳ ପ୍ରକାଶ ପାଇବ । କଡ଼ା ସୁରକ୍ଷା ଭିତରେ ଆଜି…